ଜାତିଆଣ ଆକ୍ଷେପ ଅଭିଯୋଗ : ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ

କଟକ: କଟକ ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ଜାତିଆଣ ଆକ୍ଷେପକୁ ନେଇ ମାମଲା ରୁଜୁ ହୋଇଛି। ଜଣେ ଅସବର୍ଣ୍ଣ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ଭଳି ସାଙ୍ଘାତିକ ମାମଲା ଆଣିଛନ୍ତି ମହିଳା। ଏହି ମାମଲା ରୁଜୁ ହେବା ପରେ ଏହାର ସ୍ୱତନ୍ତ୍ର ତଦନ୍ତ କରୁଛନ୍ତି ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା। ସୂଚନା ମୁତାବକ ଟାଙ୍ଗୀ ଇଲେକ୍ଟ୍ରିକ୍ ଅଫିସରେ ମାରପିଟ ଘଟଣାକୁ କେନ୍ଦ୍ର କରି ଟାଙ୍ଗୀ ଥାନାରେ କୋଟସାହିର … Continue reading ଜାତିଆଣ ଆକ୍ଷେପ ଅଭିଯୋଗ : ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ